ଆତଙ୍କବାଦୀ ସଂଗଠନ ହମାସ ମୁଖ୍ୟ ହାନିଆ ନିପାତ

Jul 31, 2024 - 12:25
 0  1
ଆତଙ୍କବାଦୀ ସଂଗଠନ ହମାସ ମୁଖ୍ୟ ହାନିଆ ନିପାତ

ଇରାନର ରାଜଧାନୀ ତେହେରାନରେ ହମାସ ମୂଖ୍ୟ ଇସମାଇଲ୍ ହାନିୟାଙ୍କୁ ଘରେ ପଶି ହତ୍ୟା କରିଛି ଇସ୍ରାଏଲ ସେନା। ଇରାନ୍‌ରେ ନୂଆ ରାଷ୍ଟ୍ରପତି ଶପଥ ସମାରୋହରୁ ଇସମାଇଲ୍‌ ଫେରିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ହମାସ ।ଗତ ବର୍ଷ ଅକ୍ଟୋବର ୭ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ।  ଆତଙ୍କବାଦୀ ସଂଗଠନ ହମାସର ମୁଖ୍ୟ ଥିଲେ ଇସମାଇଲ ହନିୟା। ସେ ଗାଜାରେ ହମାସ ଆତଙ୍କୀ ସଂଗଠନକୁ କରୁଥିଲେ ପରିଚାଳନା । ଇସ୍ରାଏଲ ଉପରେ ହୋଇଥିବା ବର୍ବର ଆକ୍ରମଣର ହାନିୟା ମାଷ୍ଟରମାଇଣ୍ଡ ଥିବା ମଧ୍ଯ ହେଉଥିଲା ଚର୍ଚ୍ଚା ।  ଏହାପୂର୍ବରୁ ଏପ୍ରିଲରେ ହାନିୟାର ତିନି ପୁଅଙ୍କୁ ଏୟାର ଷ୍ଟ୍ରାଇକରେ କରାଯାଇଥିଲା ହତ୍ୟା ।

What's Your Reaction?

like

dislike

love

funny

angry

sad

wow