ଆଜି ଏତିକି ରହିଛି ସୁନା ଦର

Jul 22, 2024 - 13:41
 0  3
ଆଜି ଏତିକି ରହିଛି ସୁନା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୨୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ରହିଛି ୬୭ ହଜାର ୦୯୦ ଟଙ୍କା ।ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୮,୧୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୭୪,୩୫୦ ହୋଇଛି ୨୪ କ୍ୟାରେଟ୍ ସୁନା ଦର ।ଅନ୍ୟପଟେ  କେଜି ପ୍ରତି ୯୧,୫୦୦ ଟଙ୍କା ହୋଇଛି ରୂପା ଦର।

What's Your Reaction?

like

dislike

love

funny

angry

sad

wow