ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ ଶୁକ୍ଳା

Indian astronaut and Air Force Group Captain Shubhashu Shukla will fly to space tomorrow. After multiple delays, the launch has now been scheduled for Wednesday afternoon. NASA announced on social media platform X that the Axiom-4 mission will take off at 12:01 PM IST with Shukla and three other astronauts on board.

Jun 24, 2025 - 12:46
 0  1
 ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ ଶୁକ୍ଳା

 ଆସନ୍ତାକାଲି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ବୁଧବାର ମଧ୍ୟାହ୍ନରେ ଉଡ଼ାଣ ନେଇ ଧାର୍ଯ୍ୟ ହୋଇଛି ସମୟ । ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି ନାସା।ଭାରତୀୟ ସମୟ ଦିନ ୧୨ଟା ୦୧ରେ ଉଡ଼ାଣ ଭରିବ ଆକ୍ସିଅମ୍ ଫୋର୍ ଅଭିଯାନ। ୩ ମହାକାଶଚାରୀଙ୍କ ସହ ଉଡ଼ାଣ ଭରିବେ ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପ୍‌ଟେନ୍ ଶୁଭାଂଶୁ ଶୁକ୍ଳା ।

What's Your Reaction?

like

dislike

love

funny

angry

sad

wow