ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ ଜୈବିକ ଚାଉଳ
For the first time this year, Mahaprabhu (Lord Jagannath) will be offered Koṭha Bhoga (sanctified food offering) prepared using organic rice, known as Amruta Anna, at the Adapa Mandapa. A specific quantity of Mahaprasad will also be cooked in the Bhoga Mandap. Devotees will be able to obtain this Mahaprasad at an affordable price. This decision has been taken to preserve the sanctity and dignity of the Mahaprasad. The offering will continue for around five days at the Adapa Mandapa, and to support this, six samples of organic rice have been provided by an organization named Pragati from Koraput. There are also indications that this organic rice may be used in the Nilachal Bhoga (temple offering) in the future.

ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ ଜୈବିକ ଚାଉଳ ବା ଅମୃତ ଅନ୍ନ।ଭୋଗ ମଣ୍ତପରେ ମଧ୍ୟ ରନ୍ଧା ହେବ ନିର୍ଦ୍ଦିଷ୍ଟ ପରିମାଣର ମହାପ୍ରସାଦ । ସୁଲଭ ଦରରେ ଏହି ମହାପ୍ରସାଦ ପାଇବେ ଭକ୍ତ । ମହାପ୍ରସାଦର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିଆଯାଇଛି ଏଭଳି ନିଷ୍ପତ୍ତି ।ଆଡ଼ପ ମଣ୍ଡପରେ ପ୍ରାୟ ୫ ଦିନ ମହାପ୍ରସାଦ ଭୋଗ ଲାଗିବାକୁ ଥିବାବେଳେ ଏନେଇ ୬ ଟି ସାମ୍ପୂଲ ଯୋଗାଇ ଦେଇଛି କୋରାପୁଟର ପ୍ରଗତି ନାମକ ସଂସ୍ଥା ।ଏପରିକି ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ମଧ୍ଯ ଏହି ଚାଉଳ ବ୍ୟବହାର ହେବ ବୋଲି ମିଳିଛି ସୂଚନା ।
What's Your Reaction?






