ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା କଡା ନିୟମ

Strict Guidelines Issued for Rural Development Department Employees Strict rules have been issued for the employees of the Rural Development Department. Employees must now report to the office on time. A notification regarding this has been released by the department. According to the notification: All employees must record their “Office In” and “Office Out” times through biometric attendance. If an employee fails to record the “Office Out”, it will be considered as unauthorized absence for that day. All employees must arrive at the office by 10:00 AM and leave only after 5:30 PM. A minimum presence of 7 hours and 30 minutes in the office is mandatory. In case of health issues or other emergencies, employees must inform their superior officer in writing. If an employee does not complete the required 7 hours and 30 minutes in the office, disciplinary action will be initiated. If the working hours for the day are less than 4 hours, one day of leave will be compulsorily deducted. If an employee is late on three days in a month, one day of leave will be cancelled.

ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା କଡା ନିୟମ

ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା କଡା ନିୟମ । ଏଣିକି ଠିକ୍ ସମୟରେ କାର୍ଯ୍ୟାଳୟ ଆସିବେ କର୍ମଚାରୀ । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ ବାୟୋ ମେଟ୍ରିକ୍ ଉପସ୍ଥାନ ଅନୁସାରେ "ଅଫିସ୍ ଇନ୍" ଏବଂ "ଅଫିସ୍ ଆଉଟ୍" ସମୟ ରେକର୍ଡ କରିବାକୁ ବାଧ୍ୟ । ସମ୍ପୃକ୍ତ କର୍ମଚାରୀଙ୍କର "ଅଫିସ୍ ଆଉଟ୍" ରେକର୍ଡ ନଥିଲେ "ସେ ଦିନ କର୍ତ୍ତବ୍ୟ ଅନୁପସ୍ଥିତ" ବୋଲି ଧରାଯିବ । ସମସ୍ତ କର୍ମଚାରୀ ସକାଳ ୧୦ଟା ସୁଦ୍ଧା ଆସିବେ କାର୍ଯ୍ୟାଳୟ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଯିବେ । କାର୍ଯ୍ୟାଳୟରେ ସର୍ବନିମ୍ନ ୭ ଘଣ୍ଟା ୩୦ ମିନିଟ୍ ରହିବାକୁ ପଡିବ ଉପସ୍ଥିତ । ସେହିପରି ସ୍ବାସ୍ଥ୍ୟ ଗତ ସମସ୍ୟା ବା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବେ କର୍ମଚାରୀ । କାର୍ଯ୍ୟାଳୟରେ ୭ ଘଣ୍ଟା ୩୦ ମିନିଟ୍ କାର୍ଯ୍ୟ ନକଲେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟ ସମୟ ୪ ଘଣ୍ଟାରୁ କମ୍ ହେଲେ ଗୋଟିଏ ଦିନର ଛୁଟି ବାଧ୍ୟତାମୂଳକ ଭାବରେ କାଟି ଦିଆଯିବ । ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ଉପସ୍ଥିତ ରହିଲେ ଗୋଟିଏ ଦିନର ଛୁଟି ହେବ ବାତିଲ ।