ଆସନ୍ତା ୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ
In response to the rising incidents of sexual assault, the Biju Janata Dal (BJD) Student Wing has called for a statewide protest on the 25th of this month. Protests will be held across all college and university campuses in the state, focusing on women's safety. Students will wear black badges and demonstrate against the Mohan government. BJD MLA Debi Ranjan Tripathy provided this information during a press conference.

ଦିନକୁ ଦିନ ବଢୁଥିବା ଦୁଷ୍କର୍ମକୁ ନେଇ ଆସନ୍ତା ୨୫ ତାରିଖରେ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ଛାତ୍ର ବିଜେଡି । ନାରୀ ସୁରକ୍ଷାକୁ ନେଇ ସମସ୍ତ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କରାଯିବ ପ୍ରତିବାଦ । ଛାତ୍ର ଛାତ୍ରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ମୋହନ ସରକାରଙ୍କ ବିରୋଧରେ । ସାମ୍ବାଦିକ ସମ୍ମଳନୀ କରି ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ।
What's Your Reaction?






