୫ଟି ଉପ ନିର୍ବାଚନ ଆସନର ଫଳାଫଳ: ଦୁଇଟି ଆସନ ଦଖଲ କରି ଆପର ବାଜିମାତ୍

The results are in for the by-elections held in five assembly constituencies across four states, including Ludhiana West in Punjab. Out of the five seats, the Aam Aadmi Party (AAP) has won two. The BJP, Congress, and TMC have each secured one seat. The Aam Aadmi Party appears satisfied with these results. According to the Election Commission, AAP candidate Sanjeev Arora won the Ludhiana West seat with a huge margin. Similarly, AAP candidate Gopal Italia won from Gujarat’s Visavadar constituency by a margin of 17,581 votes. BJP candidate Rajendra Chhabra won from Gujarat’s Khadia seat, defeating Congress candidate Ramesh Chhabra by 39,452 votes. In West Bengal's Kaliaganj by-election, TMC candidate Alifa Ahmed defeated BJP’s Ashish Ghosh by a margin of 48,673 votes. In Kerala’s Nilambur by-election, Congress candidate Aryadan Shoukath emerged victorious.

Jun 23, 2025 - 16:42
 0  1
୫ଟି ଉପ ନିର୍ବାଚନ ଆସନର ଫଳାଫଳ:  ଦୁଇଟି ଆସନ ଦଖଲ କରି ଆପର ବାଜିମାତ୍

ପଞ୍ଜାବର ଲୁଧିଆନା ପଶ୍ଚିମ ସମେତ ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆସିଛି ଫଳାଫଳ । ପାଞ୍ଚଟି ଆସନ ମଧ୍ୟରୁ ଦୁଇଟି ଆସନ ଦଖଲ କରିଛି ଆମ ଆଦମୀ ପାର୍ଟି  । ସେହିପରି ବିଜେପି, କଂଗ୍ରେସ ଏବଂ ଟିଏମସିକୁ ଆଉ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହୋଇଛନ୍ତି ଆମ ଆଦମୀ ପାର୍ଟି  ।ନିର୍ବାଚନ କମିସନଙ୍କ ଅନୁଯାୟୀ, ଆମ ଆଦମୀ ପାର୍ଟିର ପ୍ରାର୍ଥୀ ସଞ୍ଜୀବ ଆରୋରା ଲୁଧିଆନା ପଶ୍ଚିମ ଆସନରୁ ବିପୁଳ ଭୋଟରେ ହୋଇଛନ୍ତି ବିଜୟୀ । ସେହିପରି  ଗୁଜରାଟର ବିସାବାଦର ଆସନରୁ ୧୭୫୮୧ ଭୋଟରେ ବିଜୟୀ ହୋଇଛନ୍ତି  ଆପ୍ ପ୍ରାର୍ଥୀ ଗୋପାଳ ଇଟାଲିଆ । ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଛାବ୍ରା ଗୁଜରାଟର କାଡିଆସନରୁ ବିପୁଳ ଭୋଟରେ ହୋଇଛନ୍ତି ବିଜୟୀ  । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରମେଶ ଛାବ୍ରାଙ୍କୁ ୩୯,୪୫୨ ଭୋଟରେ କରିଛନ୍ତି ପରାସ୍ତ ।ଏହା ବ୍ୟତୀତ ପଶ୍ଚିମବଙ୍ଗର କାଲିଗଞ୍ଜ ଉପନିର୍ବାଚନରେ ଟିଏମସି ପ୍ରାର୍ଥୀ ଆଲିଫା ଅହମ୍ମଦ ବିଜେପି ପ୍ରାର୍ଥୀ ଆଶିଷ ଘୋଷଙ୍କୁ ୪୮,୬୭୩ ଭୋଟ ବ୍ୟବଧାନରେ କରିଛନ୍ତି ପରାସ୍ତ । ସେହିପରି କେରଳର ନିଲାମ୍ବୁର ଉପନିର୍ବାଚନରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଆର୍ଯ୍ୟଦାନ ଶୌକତ।

What's Your Reaction?

like

dislike

love

funny

angry

sad

wow