ବର୍ଷକୁ ଦୁଇଥର ହେବ ସିବିଏସଇ ବୋର୍ଡ ପରୀକ୍ଷା
Starting in 2026, the Central Board of Secondary Education (CBSE) will conduct board exams twice a year to help students improve their scores. According to the new plan, the first exam will be held in February and the second in May. Results of the February exam will be announced in April, while the May exam results will be released in June. Every student will be required to appear for the first exam in February. Those who wish to improve their scores or aim for higher marks in up to three subjects will be allowed to take the second exam in May.

ଏଣିକି ବର୍ଷକୁ ଦୁଇଥର ହେବ ସିବିଏସଇ ବୋର୍ଡ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ସ୍କୋରରେ ଉନ୍ନତି ଆଣିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କରାଯାଇଛି ଏହି ଉଦ୍ୟମ। ୨୦୨୬ରୁ କାର୍ଯ୍ୟକାରୀ ହେବ ନୂଆ ଯୋଜନା। ଯୋଜନା ଅନୁସାରେ, ପ୍ରଥମ ପରୀକ୍ଷା ଫେବ୍ରୁଆରି ଏବଂ ଦ୍ୱିତୀୟ ପରୀକ୍ଷା ମେ’ ମାସରେ ହେବ। ଫେବ୍ରୁଆରିରେ ହେବାକୁ ଥିବା ପରୀକ୍ଷା ଫଳାଫଳ ଏପ୍ରିଲ ଏବଂ ମେ’ରେ ହେବାକୁଥିବା ପରୀକ୍ଷା ଫଳାଫଳ ଜୁନରେ ପାଇବ। ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଫେବ୍ରୁଆରି ମଧ୍ୟଭାଗରେ ହେବାକୁ ଥିବା ପ୍ରଥମ ପରୀକ୍ଷାରେ ଯୋଗଦେବାକୁ ପଡ଼ିବ। ଯେଉଁମାନେ ସେମାନଙ୍କର ସ୍କୋରକୁ ଉନ୍ନତ କରିବାକୁ ଚାହୁଁଛନ୍ତି କିମ୍ବା ତିନୋଟି ବିଷୟରେ ଅଧିକ ମାର୍କ ରଖିବାକୁ ଚାହୁଛନ୍ତି ସେମାନେ ମେ’ ମାସରେ ଦେଇପାରିବେ ଦ୍ୱିତୀୟ ପରୀକ୍ଷା ।
What's Your Reaction?






