ଆରପାରିରେ ସମୀର ଦେ

୬୭ ବର୍ଷ ବୟସରେ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ପରଲୋକ। ଅସୁସ୍ଥ ଯୋଗୁଁ ଦୀର୍ଘ ଦିନ ଧରି ସେ କଟକର ଏକ ଘରୋଇ ହାସପାତାଳରେ ହେଉଥିଲେ ଚିକିତ୍ସିତ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଖେଳି ଯାଇଛି ଶୋକର ଛାୟା। ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସମୀର ଦେ।
What's Your Reaction?






