କେନ୍ଦୁଝର କେନ୍ଦୁପତ୍ର ଡିଏଫଓ ଗିରଫ
Nityananda Nayak, DFO of the Kendu Leaf Division in Keonjhar, has been arrested on serious charges of possessing disproportionate assets. Since yesterday, the Vigilance Department has conducted raids at his official residence, office, and various other locations. Discovered properties include a multi-storey building covering 9,000 square feet in Angul, a large farmhouse in Chhendipada (Angul), 115 plots, 200 grams of gold, ₹10.25 lakh in cash, ₹50.38 lakh in bank deposits, and two cars. Additionally, ₹8.5 lakh in cash and a firearm were seized from his official residence.

କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫ୍ଓ ନିତ୍ୟାନନ୍ଦ ନାୟକ ଗିରଫ।ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ କାଲିଠାରୁ କେନ୍ଦୁଝର ଡିଏଫଓଙ୍କ ସରକାରୀ ବାସଭବନ,କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ ।ତାଙ୍କର ଅନୁଗୁଳରେ ୯ ହଜାର ସ୍କୋୟରଫୁଟର ବହୁ ମହଲା କୋଠା, ଅନୁଗୁଳ ଛେଣ୍ଡିପଦାରେ ଏକ ବିଶାଳ ଫାର୍ମ ହାଉସ, ୧୧୫ଟି ପ୍ଳଟ, ୨୦୦ ଗ୍ରାମ ସୁନା, ୧୦ ଲକ୍ଷ ୨୫ ହଜାର ନଗଦ ଟଙ୍କା, ୫୦ ଲକ୍ଷ ୩୮ ହଜାର ଟଙ୍କା ବ୍ୟାଙ୍କ ଜମା, ୨ଟି କାର ଆଦି ସମ୍ପତ୍ତି ହୋଇଛି ଠାବ।ସେହିପରି ବାବୁଙ୍କ ସରକାରୀ ବାସଭବନରୁ ନଗଦ ୮ ଲକ୍ଷ ୫୦ହଜାର ଟଙ୍କା ସହ ଏକ ବନ୍ଧୁକ ଜବତ କରାଯାଇଥିବା ମିଳିଛି ସୂଚନା ।
What's Your Reaction?






