ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ

From today onwards, petrol will no longer be sold in plastic bottles. Legal action will be taken if petrol is sold in plastic bottles, even on roadsides. Supply Minister Krushnachandra Patra has issued strict instructions to all District Collectors to ensure strict enforcement of this rule. However, petrol may still be sold in bottles made of tin, iron, glass, or aluminium for use by various institutions, farmers, and government offices. This decision was made after an in-depth discussion held at Lok Seva Bhawan between the Supply Minister and officials from petroleum associations and relevant departments.

Jul 22, 2025 - 12:43
 0  1
ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ

ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ। ରାସ୍ତା କଡ଼ରେ ବି ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଆଜିଠାରୁ ନିୟମ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ତେବେ ବିଭିନ୍ନ ଅନୁଷ୍ଠାନ, କୃଷକ ଓ ସରକାରୀ କାର୍ୟ୍ୟାଳୟର ବ୍ୟବହାର ପାଇଁ ଟିଣ ,ଲୁହା, କାଚ କିମ୍ବା  ଆଲୁମିନିୟମ ବୋତଲରେ ବିକ୍ରି ହୋଇପାରିବ ପେଟ୍ରୋଲ।ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀ ବିଭିନ୍ନ ପେଟ୍ରୋଲିୟମ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିବା ପରେ ନିଆଯାଇଛି ଏହି ନିଷ୍ପତ୍ତି।

What's Your Reaction?

like

dislike

love

funny

angry

sad

wow