ଉପରାଷ୍ଟ୍ରପତିଙ୍କ ଇସ୍ତଫାପତ୍ରକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Vice President Jagdeep Dhankhar's resignation has been accepted and approved by President Droupadi Murmu. Yesterday, citing health reasons, Jagdeep Dhankhar sent his resignation letter to the President. Until a new Vice President is elected, Rajya Sabha Deputy Chairman Harivansh Narayan Singh will carry out the duties of the Rajya Sabha Chairman. Meanwhile, just after the commencement of the Monsoon Session of Parliament, Dhankhar’s sudden resignation from the post of Vice President has sparked widespread discussions in Delhi. Opposition parties have raised several questions regarding the move.

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ଗ୍ରହଣ କରି ମଞ୍ଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିଲେ ଜଗଦୀପ ଧନଖଡ଼।ତେବେ ଧନଖଡ଼ଙ୍କ ଇସ୍ତଫା ପରେ ନୂତନ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କରିବେ କାର୍ଯ୍ୟ।ସେପେଟେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭର କିଛି ସମୟ ପରେ ହିଁ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡଙ୍କ ହଠାତ୍ ଇସ୍ତଫାକୁ ନେଇ ଦିଲ୍ଲୀରେ ଜୋର ଧରିଛି ଚର୍ଚ୍ଚା ।ଅନେକ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
What's Your Reaction?






