କାରାଗାର ଯିବେ ସଞ୍ଜୟ ରାଉତ

କାରାଗାର ଯିବେ ସଞ୍ଜୟ ରାଉତ

କାରାଗାର ଯିବେ ଶିବସେନା ୟୁବିଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ଯୋଗୁଁ ତାଙ୍କୁ ୧୫ ଦିନ ପାଇଁ କାରାଗାର ଦଣ୍ଡରେ ଦଣ୍ଡିତ କରିବା ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି  ମୁମ୍ବାଇର ମେଟ୍ରୋପଲିଟାନ ଅଦାଲତ ।ପ୍ରକୃତରେ ବିଜେପି ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଧା କିରୀଟ ସଞ୍ଜୟ ରାଉତଙ୍କ ବିରୋଧରେ ଦାଏର କରିଥିଲେ  ମାନହାନୀ ମାମଲା।