sushree sunayana Oct 28, 2026
sushree sunayana Oct 25, 2026
sushree sunayana Oct 23, 2026
sushree sunayana Oct 31, 2026
sushree sunayana Oct 17, 2026
sushree sunayana Oct 6, 2026
sushree sunayana Sep 26, 2026
sushree sunayana Sep 25, 2026
Biswaraj Oct 28, 2026
Biswaraj Oct 25, 2026
sushree sunayana Oct 26, 2026
sushree sunayana Oct 14, 2026
sushree sunayana Oct 13, 2026
Join our subscribers list to get the latest news, updates and special offers directly in your inbox
ଇଟାଲୀରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସରକାର ବିରୋଧରେ ଜୋରଦାର ଜନବିକ୍ଷୋଭ ଦେଖିବାକୁ ମିଳିଛି । ମେଲୋନି ଇସ୍ତଫା ଦେବାପାଇଁ ବିରୋଧୀମାନେ ଚାପ ପ୍ରୟୋଗ କରୁଛନ୍ତି। ଦେଶର ୫୦ରୁ ଅଧିକ ସହରରେ ହଜାର ହଜାର ଶ୍ରମିକ, ଛାତ୍ରଛାତ୍ରୀ ଓ କୃଷକ ରାସ୍ତାକୁ ଓହ୍ଲାଇ ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରୁଛନ୍ତି । ଦରଦାମ ବୃଦ୍ଧି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ସରକାରୀ ସେବା ଏବଂ ସାମରିକ ଖର୍ଚ୍ଚ ବୃଦ୍ଧିକୁ ନେଇ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।
ଦେଶବ୍ୟାପୀ ୨୪ ଘଣ୍ଟିଆ ସାଧାରଣ ଧର୍ମଘଟ ବେଳେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଶ୍ରମିକ ସଂଗଠନ ‘ୟୁନିଓନେ ସିଣ୍ଡାକାଲେ ଦି ବାସେ’ଏହି ଆନ୍ଦୋଳନର ନେତୃତ୍ବ ନେଉଛି । ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ହେଉଛି ଦରଦାମ ନିୟନ୍ତ୍ରଣ ଓ ଶ୍ରମିକଙ୍କ ଦରମା ବୃଦ୍ଧି। ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ସରକାରୀ ନିବେଶ । ଯୁବପିଢ଼ିଙ୍କ ପାଇଁ ରୋଜଗାର ଓ ଆବାସ ସୁବିଧା। ସାମରିକ ଖର୍ଚ୍ଚ ହ୍ରାସ ଓ ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅସ୍ତ୍ର ପଠାଇବାରେ ବନ୍ଦରଗୁଡ଼ିକର ବ୍ୟବହାର ବନ୍ଦ କରିବା ଦାବି ରହିଛି ।
୫୦ରୁ ଅଧିକ ସହରରେ ପ୍ରତିବାଦବିରୋଧୀ ଦଳମାନେ ଇଟାଲିର ୫୦ରୁ ଅଧିକ ସହରରେ ଏକକାଳୀନ ଆନ୍ଦୋଳନ କରୁଛନ୍ତି । ମିଲାନ, ରୋମ୍, ତୁରିନ୍, ନାପଲ୍ସ, ବୋଲୋନିଆ, ଜେନୋଆ ସମେତ ବିଭିନ୍ନ ସହରରେ ବିକ୍ଷୋଭ ହୋଇଛି । ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କ ଶ୍ରମିକଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇଛନ୍ତି । ତୁରିନ୍ ସହରରେ କୃଷକମାନେ ରାସ୍ତାରେ ଗୋବର ଢାଳି ପ୍ରତିବାଦ କରିଥିଲେ । ନାପଲ୍ସରେ କିଛି ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଫଟୋ ପୋଡ଼ିଥିବା ବେଳେ ମିଲାନରେ ସରକାର ବିରୋଧୀ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ଲୋକେ ଶୋଭାଯାତ୍ରା କରିଥିଲେ ।
Like
Dislike
Love
Funny
Angry
Sad
Wow
Jangyaseni Parida Jun 1, 2025
Jangyaseni Parida Dec 17, 2025
Biswaraj Sep 22, 2026
Biswaraj Sep 17, 2026
Biswaraj Sep 27, 2026
sushree sunayana Sep 24, 2026
Biswaraj Oct 1, 2026
Biswaraj Oct 13, 2026
Biswaraj Oct 11, 2026