ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା

Subhadra scheme funds will be disbursed by the 18th of this month, informed Deputy Chief Minister Pravati Parida. So far, a total of 4,57,681 women have been included under the Subhadra Yojana. Among them, 1,78,398 women have been newly enrolled and will receive the installment for the first time. Additionally, 2,55,265 women who were excluded from the first and second installments have now been included and will receive both installments together.

Jan 13, 2026 - 14:05
 0  1
ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା

ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଯାବତ ସୁଭଦ୍ରା ଯୋଜନାରେ ସାମିଲ ହୋଇସାରିଛନ୍ତି ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା। ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ କରାଯାଇଛି ସାମିଲ । ଯେଉଁମାନେ କି ପ୍ରଥମ ଥର ପାଇଁ ପାଇବେ ସୁଭଦ୍ରା କିସ୍ତି। ତେବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ କରାଯାଇଛି ସାମିଲ । ସେମାନେ ଏଥର ଏକାବେଳକେ ପାଇବେ  ଦୁଇଟି କିସ୍ତିର ଟଙ୍କା। 

What's Your Reaction?

like

dislike

love

funny

angry

sad

wow