ଦିନକ ପରେ ପୁଣି ଫେରିଛି ଶୀତ

Cold weather has returned after a day’s break. Temperatures across various cities in the state have dropped by 3 to 4 degrees Celsius and are expected to fall further in the coming days, intensifying the cold. The Regional Meteorological Centre has forecast severe

Jan 13, 2026 - 14:07
 0  1
ଦିନକ ପରେ ପୁଣି ଫେରିଛି ଶୀତ

ଦିନକ ପରେ ପୁଣି ଫେରିଛି ଶୀତ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ଆହୁରି ନିମ୍ନଗାମୀ ହେବ ତାପମାତ୍ରା । ଫଳରେ ଶୀତ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୩ଦିନ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ବିଭିନ୍ନ ଜିଲାକୁ କରାଯାଇଛି ସତର୍କ ।

What's Your Reaction?

like

dislike

love

funny

angry

sad

wow