ଅନଲାଇନ୍ରେ ହୋଇପାରେ ଯୁକ୍ତ ୨ କଳା ଖାତାଦେଖା
The evaluation of Plus Two Arts answer sheets may be conducted online this year. School and Mass Education Minister Nityananda Gond has shared this information. He further stated that preparations are underway to conduct the evaluation of Arts stream answer scripts online. However, the budget for this initiative has not yet been finalized. The final decision will be taken once the budget receives approval, the minister added.
ଚଳିତ ବର୍ଷ ଅନଲାଇନ୍ରେ ହୋଇପାରେ ଯୁକ୍ତ ୨ କଳା ଖାତାଦେଖା।ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ ଆହୁରି କହିଛନ୍ତି ଯେ, କଳା ବିଭାଗ ଖାତାଦେଖା ଅନଲାଇନ୍ରେ ହେବା ପାଇଁ କରାଯାଉଛି ପ୍ରସ୍ତୁତି । ଚୂଡ଼ାନ୍ତ ପାଇଁ ଫାଇନାଲ ହୋଇନାହିଁ ବଜେଟ୍ । ବଜେଟ୍ ଅନୁମୋଦନ ହେଲେ ସେନେଇ ନିଷ୍ପତି ନିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
What's Your Reaction?