ପହଲଗାମ ଆକ୍ରମଣକୁ ପୂରିଲା ବର୍ଷେ
ପହଲଗାମ ଆକ୍ରମଣକୁ ପୂରିଲା ବର୍ଷେ । ଏପ୍ରିଲ ୨୨ ତାରିଖ ୨୦୨୫ ଭାରତ ପାଇଁ ଥିଲା କଳାଦିନ । ଜମ୍ମୁ-କାଶ୍ମୀର ବୈସରନ ଘାଟିରେ ନରସଂହାର କରିଥିଲେ ଆତଙ୍କବାଦୀ। ସାରା ବିଶ୍ୱକୁ ସ୍ତବ୍ଧ କରିଥିଲା ଏହି ଆକ୍ରମଣ । ଆଜି ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀରେ, ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି ବୃଦ୍ଧି। ଗୁଇନ୍ଦା ସଂସ୍ଥାଗୁଡ଼ିକୁ କରାଯାଇଛି ସତର୍କ । ପର୍ୟ୍ୟଟନ ସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡ଼ାକଡ଼ି ।
What's Your Reaction?