ପୁଣି ଅଡ଼ୁଆରେ ରାହୁଲ ଗାନ୍ଧୀ, ମିଳିଲା ଅଦାଲତ ସମନ

Oct 5, 2024 - 12:36
 0  2
ପୁଣି ଅଡ଼ୁଆରେ ରାହୁଲ ଗାନ୍ଧୀ, ମିଳିଲା ଅଦାଲତ ସମନ

ପୁଣି ଅଡ଼ୁଆରେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏକ ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ଅକ୍ଟୋବର ୨୩ରେ ଅଦାଲତରେ ହାଜର ହେବାକୁ ସମନ କରିଛନ୍ତି ପୁଣେ ଅଦାଲତ। ସାବରକରଙ୍କ ସମ୍ପର୍କରେ ରାହୁଲ ଗାନ୍ଧୀ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ହୋଇଛି ଅଭିଯୋଗ । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଦେଇଥିଲେ ଅପମାନସୂଚକ ଟିପ୍ପଣୀ । ଏହା ବିରୋଧରେ ସାବରକରଙ୍କ ସମ୍ପର୍କୀୟ ପୁତୁରା ପୁଣେର ଗୋଟିଏ ଅଦାଲତରେ କରିଥିଲେ  ମାନହାନୀ ମାମଲା । ଏହାର ଶୁଣାଣୀ କରି ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି ଅଦାଲତ। 

What's Your Reaction?

like

dislike

love

funny

angry

sad

wow