ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ମାଡିଲା ଜିବିଏସ୍ ସିଣ୍ଡ୍ରୋମ
![ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ମାଡିଲା ଜିବିଏସ୍ ସିଣ୍ଡ୍ରୋମ](https://kalingascroll.in/uploads/images/202501/image_870x_679b5d1b8e600.jpg)
ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ମାଡିଲା ଜିବିଏସ୍ ସିଣ୍ଡ୍ରୋମ ।ପଶ୍ଚିମବଙ୍ଗରେ ଏଥିରେ ଜଣେ ଶିଶୁ ଙ୍କ ସମେତ ୩ ଜଣଙ୍କ ହୋଇଛି ମୃତ୍ୟୁ । ତେବେ ମୃତ୍ୟୁର କାରଣ ସମ୍ପର୍କରେ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ମଧ୍ୟରେ ଉତ୍ତର ୨୪ ପ୍ରଗଣାର ଜଗଦ୍ଦଲର ବାସିନ୍ଦା ୧୦ ବର୍ଷୀୟ ଦେବକୁମାର ସାହୁ, ୧୭ ବର୍ଷୀୟ ଆମଡାଙ୍ଗାର ବାସିନ୍ଦା ଆରିତ୍ର ମନାଲ ଏବଂ ହୁଗଲି ଜିଲ୍ଲାର ଧନିଆଖାଲି ଗାଁର ୪୮ ବର୍ଷୀୟ ଜଣେ ବ୍ୟକ୍ତି ଅନ୍ତର୍ଭୁକ୍ତ ।
୧
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)