ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର

ମୁଖ୍ୟ ନିର୍ବାଚନ କମିଶନର ତଥା ସିଇସି ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର ଗୁପ୍ତା। ୨୦୨୯ ଜାନୁଆରୀ ୨୬ରେ ସରିବ ତାଙ୍କର କାର୍ଯ୍ୟକାଳ। ସେ ପୂର୍ବତନ ସିଇସି ରାଜୀବ କୁମାରଙ୍କର ନେଇଛନ୍ତି ସ୍ଥାନ । ତେବେ ଦାୟିତ୍ନ ନେବା ପରେ ସେ କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣରେ ମତଦାନ ହେଉଛି ପ୍ରଥମ ପଦକ୍ଷେପ । ଭୋଟରଙ୍କ ସହ ସବୁବେଳେ ରହିଛି ଇସିଆଇ ।୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର ।
What's Your Reaction?






