କଟକ-ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ବିକଳ୍ପ ରାସ୍ତା  

Apr 23, 2026 - 16:06
 0  0
 କଟକ-ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ବିକଳ୍ପ ରାସ୍ତା  

ଏଥର ଦୈ୍ୱତ ନଗରୀ ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି  । ଟ୍ରାଫିକ୍ ଯନ୍ତ୍ରଣା ଏଡାଇବାକୁ ବଡ ପଦକ୍ଷେପ ନେଲା ରାଜ୍ୟ ସରକାର  ।  କଟକ-ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ବିକଳ୍ପ ରାସ୍ତା  । ଦୁଇ ସହରକୁ ଏକାଧିକ ମୁଖ୍ୟ ରାସ୍ତା ରହିଲେ କମିବ ଭିଡ  । ରିଂ ରୋଡ଼ ମାଧ୍ୟମରେ ଯୋଡିହେବ ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା   । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  ।

What's Your Reaction?

like

dislike

love

funny

angry

sad

wow