ଚିନ୍ତା ବଢାଇଲାଣି ଜିବିଏସ୍‌

Jan 24, 2025 - 18:13
 0  2
ଚିନ୍ତା ବଢାଇଲାଣି ଜିବିଏସ୍‌

କରୋନା, HMPV ପରେ ଏବେ ଚିନ୍ତା ବଢାଇଲାଣି ବିରଳ ସ୍ନାୟୁ ରୋଗ  ଜିବିଏସ୍‌ । ପୁନେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ସହ। ୬୭ ଜଣ ରୋଗୀ ଚିହ୍ନଟ ପରେ ଦେଶବ୍ୟାପୀ ସୃଷ୍ଠି ହେଲାଣି ଭୟର ବାତାବରଣ । ସବୁଠୁ ଚିନ୍ତାଜନକ କଥା ହେଉଛି ସ୍ନାୟୁ ଜନିତ ରୋଗ ଜିବିଏସ୍‌ ରୋଗର କାରଣ ଜାଣିପାରୁନାହାନ୍ତି ଡାକ୍ତର । ଏହାକୁ ରୋକିବାକୁ ବାହାରିନାହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ। କେବଳ ଲକ୍ଷଣ ବନ୍ଦ ପାଇଁ ଚିକିତ୍ସା କରୁଛନ୍ତି ଡାକ୍ତର ।ରୋଗୀ ସଂଖ୍ୟା ବଢୁଥିବା ଦେଖି ତତ୍ପର ହୋଇଛନ୍ତି ମହାରାଷ୍ଟ୍ର ସରକାର । ରୋଗର କାରଣ ଖୋଜିବାକୁ ଗଠନ ହୋଇଛି ସ୍ବତନ୍ତ୍ର ଦଳ। 

What's Your Reaction?

like

dislike

love

funny

angry

sad

wow