ତୁର୍କୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୭୬ ଲୋକ ଜୀବନ୍ତଦଗ୍ଧ

ତୁର୍କୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୭୬ ଲୋକ ଜୀବନ୍ତଦଗ୍ଧ

ତୁର୍କୀର ବୋଲୁ ପାର୍ବତ୍ୟାଞ୍ଚଳରେ ଥିବା ଏକ  ଗ୍ରାଣ୍ଡ କାର୍ଟାଲ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ। ଫଳରେ ୭୬ରୁ ଅଧିକ ଲୋକ ଜୀବନ୍ତଦଗ୍ଧ ହୋଇଯାଇଥିବାବେଳେ  ୫୧ ଜଣ ହୋଇଛନ୍ତି ଆହତ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଅଧିକ ହେବା କରାଯାଉଛି ଆଶଙ୍କା । ଜୀବନ ବିକଳରେ କିଛି ଲୋକ ହୋଟେଲରୁ ଡେଇଁ ପଡିବାରୁ ମଧ୍ଯ ହୋଇଛନ୍ତି ଆହତ।