ଭାରତ ଦ୍ବାରା ଲାଗୁ କରାଯାଇଥିବା ଟିକସ ନ୍ୟାୟସଙ୍ଗତ ନୁହେଁ: ଡୋଲାନ୍ଡ ଟ୍ରମ୍ପ

Mar 5, 2025 - 12:30
 0  2
ଭାରତ ଦ୍ବାରା ଲାଗୁ କରାଯାଇଥିବା ଟିକସ ନ୍ୟାୟସଙ୍ଗତ ନୁହେଁ: ଡୋଲାନ୍ଡ ଟ୍ରମ୍ପ

 ସଂସଦରେ ସମ୍ବେଧିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ନିଜର ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ଅଧିବେଶନରେ ସେ ଦେଇଛନ୍ତି ବହୁ ଗୁରୁତ୍ବପୂର୍ଣ୍ଣ ଅଭିଭାଷଣ । ବିଶେଷ କରି ବାକ୍ ସ୍ବାଧିନତା ଏବଂ ଶୁଳ୍କ ଉପରେ କରିଛନ୍ତି ଗୁରୁତ୍ବାରୋପ  । ତେବେ ଟିକସ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି ଟ୍ରମ୍ପ  । ସେ  ଏଥିରେ ଭାରତର ନାମ ନେଇ କହିଛନ୍ତି ଯେ,  ଆମ ଉପରେ ଉପରେ ଅଧିକ ଟିକସ ଲଗାନ୍ତି ଭାରତ-ଚୀନ-କାନାଡ଼ା- ମେକ୍ସିକୋ। କିନ୍ତୁ ଭାରତ ଦ୍ବାରା ଲାଗୁ କରାଯାଇଥିବା ଟିକସ ନ୍ୟାୟସଙ୍ଗତ ନୁହେଁ ।ଯେଉଁ ଦେଶ ଆମ ଉପରେ ଅଧିକ ଟିକସ ଲାଗୁ କରିବ ଆମେ ମଧ୍ୟ ସେମାନଙ୍କ ଉପରେ ଅଧିକ ଟିକସ ଲାଗୁ କରିବୁ ବୋଲି କହିଛନ୍ତି ଟ୍ରମ୍ପ    ।

What's Your Reaction?

like

dislike

love

funny

angry

sad

wow