ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ହତ୍ୟା

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ହତ୍ୟା । ରବି ଦାସର ଦୁଇ ଜଣ ପୁତୁରା ଏବଂ ତାଙ୍କର ଦୁଇ ସାଥୀ ଖଣ୍ଡାରେ ହାଣି ହତ୍ୟା କରିଥିବା ମିଳିଛି ସୂଚନା। ପୂର୍ବଶତ୍ରୁତାକୁ ନେଇ ରବି ଦାସ ଏବଂ ତାଙ୍କ ପୁତୁରାଙ୍କ ମଧ୍ୟରେ ଲାଗିରହିଥଲା ତିକ୍ତତା । ଏହି ହତ୍ୟା ପରେ ଘଟଣାସ୍ଥଳରେ ବୋମା ଫିଙ୍ଗି ଫେରାର ମାରିଛନ୍ତି ହତ୍ୟାକାରୀ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ ।
What's Your Reaction?






