୩ ମାସରେ ଇକେୱାଇସି ନ କଲେ କଟାଯିବ ରାସନ କାର୍ଡ

If e-KYC is not completed within 3 months, the PDS (ration) card will be canceled. So far, around 20 lakh 58 thousand beneficiaries have not completed their e-KYC. This information was provided by Food Supplies Minister Krushnachandra Patra. The distribution of rice has already been stopped for those who haven’t done e-KYC. If they complete their e-KYC, the government will resume providing rice. The government will wait for 3 more months for those who haven’t done e-KYC. If it's not completed within this time frame, their ration cards will be canceled. The minister also stated that children above 5 years of age will now be included in the PDS card.

Jul 15, 2025 - 14:15
 0  2
୩ ମାସରେ ଇକେୱାଇସି ନ କଲେ କଟାଯିବ ରାସନ କାର୍ଡ

୩ ମାସରେ ଇକେୱାଇସି ନ କଲେ କଟାଯିବ ପଡି କାର୍ଡ ।ଏପର୍ଯ୍ୟନ୍ତି ପଡିକାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ କରିନାହାନ୍ତି ଇକେୱାଇସି । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।  ବନ୍ଦ କରାଯାଇଛି ଇକେୱାଇସି କରିନଥିବା ଲୋକଙ୍କ ଚାଉଳ। ଯଦି ଚାଉଳ ଯାଉନି ସେମାନେ ଇକେୱାଇସି କଲେ ଚାଉଳ ଦେବେ ସରକାର।ଇକେୱାଇସି କରି ନ ଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିବେ ସରକାର।ଏହି ସମୟ ଅବଧି ମଧ୍ଯରେ ଇକେୱାଇସି ନ କଲେ କାର୍ଡ ଗୁଡ଼ିକ କାଟିଦେବେ ସରକାର। ସେହିପରି ୫ ବର୍ଷରୁ ଅଧିକ ବୟସ ପିଲାମାନେ ପଡି କାର୍ଡରେ ସାମିଲ ହେବେ ବୋଲି କହିଛନ୍ତି ମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow