ଋଷିଆକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

Jul 15, 2025 - 14:58
 0  3
ଋଷିଆକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ

ଋଷିଆକୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଯଦି ୫୦ ଦିନ ଭିତରେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଋଷିଆ ବନ୍ଦ ନକରେ ତେବେ ଲଗାଯିବ ଆଶାତୀତ ଶୁଳ୍କ। ଟ୍ରମ୍ପ୍ କହିଛନ୍ତି ଯେ, ଆଗାମୀ ୫୦ ଦିନ ମଧ୍ୟରେ ଋଷିଆ ଯଦି ୟୁକ୍ରେନ ସହ ଶାନ୍ତି ଚୁକ୍ତି ନକରେ ତେବେ ଋଷିଆ ଉପରେ  ଲଗାଯିବ ୧୦୦ ପ୍ରତିଶତ ଶୁଳ୍କ। ଟ୍ରମ୍ପ କହିଛନ୍ତି ଯେ,ଶୁଳ୍କର ଏହା ଦ୍ୱିତୀୟ ଭାଗ ହେବ । ଏହାର ଅର୍ଥ ଋଷିଆ ଠାରୁ ତେଲ କିଣୁଥିବା ଦେଶ ଭାରତ ଓ ଚୀନ ଉପରେ ବି ଲାଗିବ ପ୍ରତିବନ୍ଧକ।

What's Your Reaction?

like

dislike

love

funny

angry

sad

wow