ମିସ୍ ୟୁନିଭର୍ସ ଇଣ୍ଡିଆ- ୨୦୨୪ ରେ ରିୟା ସିଂଘା ବିଜୟୀ
ରାଜସ୍ଥାନ ରାଜଧାନୀ ଜୟପୁରରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ- ୨୦୨୪ ରେ ବିଜୟୀ ହୋଇଛନ୍ତି ରିୟା ସିଂଘା । ୫୧ ଜଣ ବଛା ବଛା ସୁନ୍ଦରୀଙ୍କୁ ପଛରେ ପକାଇ ମୁକୁଟ ହାତେଇଛନ୍ତି ରିୟା । ଏବେ ସେ ଅନ୍ତର୍ଜାତୀୟ ମିସ୍ ୟୁନିଭର୍ସ ପ୍ରତିଯୋଗୀତିରେ ଭାରତକୁ କରିବେ ପ୍ରତିନିଧିତ୍ବ। ୧୦ ବର୍ଷ ତଳେ ଏହି ମୁକୁଟ ହାତେଇଥିବା ଅଭିନେତ୍ରୀ ଉର୍ବଷି ରୌତେଲା, ରିୟାଙ୍କୁ ପିନ୍ଧାଇଛନ୍ତି ମୁକୁଟ ।
What's Your Reaction?