୪୫ତମ ଚେସ୍‌ ଅଲିମ୍ପିଆଡରେ ଇତିହାସ ରଚିଛି ଭାରତ

Sep 23, 2024 - 12:42
 0  2
୪୫ତମ ଚେସ୍‌ ଅଲିମ୍ପିଆଡରେ ଇତିହାସ ରଚିଛି ଭାରତ

 ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡରେ ଇତିହାସ ରଚିଛି ଭାରତ ।  ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍‌ ଇତିହାସରେ ନୂଆ ଫର୍ଦ ଯୋଡ଼ିବା ସହ ସ୍ବର୍ଣ୍ଣ ଜିତିଛନ୍ତି ଉଭୟ ପୁରୁଷ ଓ ମହିଳା ଦଳ। ଡି ଗୁକେଶ, ଅର୍ଜୁନ ଇରିଗାସି ଓ ଆର୍‌ ପ୍ରଜ୍ଞାନନ୍ଦଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ଶେ‌ଷ ରାଉଣ୍ଡରେ ସ୍ଲୋଭେନିଆକୁ ୩-୦ରେ କରିଛନ୍ତି ପରାସ୍ତ  ।

What's Your Reaction?

like

dislike

love

funny

angry

sad

wow