ବାରବାଟୀରେ ଫ୍ଲଡ ଲାଇଟ୍ ବିଭ୍ରାଟ,ସିଏକୁ କାରଣ ଦର୍ଶାଅ ନୋଟିସ୍

Feb 10, 2025 - 14:02
 0  2
ବାରବାଟୀରେ ଫ୍ଲଡ ଲାଇଟ୍ ବିଭ୍ରାଟ,ସିଏକୁ କାରଣ ଦର୍ଶାଅ ନୋଟିସ୍

ବାରବାଟୀ ଦିନିକିଆରେ ବିଭ୍ରାଟ ଘଟଣାକୁ ନେଇ ଓସିଏକୁ କାରଣ ଦର୍ଶାଅ ନୋଟିସ୍ କରିଛି କ୍ରୀଡା ବିଭାଗ । କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା, ଏତେ ପ୍ରସ୍ତୁତି ସତ୍ତ୍ବେ କିପରି ଏମିତି ଅଭାବନୀୟ ଘଟଣା ଘଟିଲା,ସେନେଇ ୧୦ଦିନ ଭିତରେ ଉତ୍ତର ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ଫ୍ଲଡ୍ ଲାଇଟ୍ ବନ୍ଦ ଯୋଗୁଁ ୩୦ ମିନିଟ୍ ବନ୍ଦ ରହିଥିଲା ମ୍ୟାଚ୍ ।  ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ ।

What's Your Reaction?

like

dislike

love

funny

angry

sad

wow