ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି ଦକ୍ଷିଣ ବଙ୍ଗୋପସାଗର,ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ମୌସୁମୀ ବାୟୁ ହୋଇଛି ଅଗ୍ରସର । ଆସନ୍ତା ମେ ୨୭ ତାରିଖକୁ ମୌସୁମୀ ବାୟୁକେରଳ ଛୁଇଁବା ନେଇ କରାଯାଇଛି ପୂର୍ବାନୁମାନ । ସେପଟେ ତାତିଠୁ ବଳିଗଲା ଗୁଳୁଗୁଳି । ଭୁବନେଶ୍ବରରେ ଆଦ୍ରତା ୭୧ ଦଶମିକ ୬ ପ୍ରତିଶତ ହୋଇଛି ରେକର୍ଡ । ଫଳରେ ଭୁବନେଶ୍ବରରେ ଅସହ୍ୟ ହେଉଛି ଗୁଳୁଗୁଳି ।
What's Your Reaction?






