ଖୋଲିବା ପାଇଁ ଏବେ ଏକାଠି ହୋଇଛନ୍ତି ୩୦ ରୁ ଅଧିକ ଦେଶ

Apr 22, 2026 - 16:18
 0  2
ଖୋଲିବା ପାଇଁ ଏବେ ଏକାଠି ହୋଇଛନ୍ତି ୩୦ ରୁ ଅଧିକ ଦେଶ

ଷ୍ଟେଟ୍ ଅଫ୍ ହର୍ମୁଜକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଆମେରିକା ନୌସେନାର ନାକାବନ୍ଦୀ ପରେ ବି ଇରାନ ପୁଣିଥରେ ବନ୍ଦ କରିଛି ହର୍ମୁଜ ରାସ୍ତା। ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ଅନେକ ଦେଶରେ ଦେଖାଦେଇଛି  ଶକ୍ତି ସଂକଟ। ଏହି ରାସ୍ତାକୁ ଖୋଲିବା ପାଇଁ ଏବେ ଏକାଠି ହୋଇଛନ୍ତି ୩୦ ରୁ ଅଧିକ ଦେଶ । ବ୍ରିଟେନ ରକ୍ଷାମନ୍ତ୍ରଣାଳୟର ନିମନ୍ତ୍ରଣରେ ଏହି ବୈଠକର କରାଯାଇଛି ଆୟୋଜନ । ଯାହାର ଉର୍ଦ୍ଦେଶ୍ୟ ରହିଛି ମଜବୁତ ସେନା ରଣନୀତି କରାଯିବ, ଫଳରେ ଯୁଦ୍ଧ ସାମାନ୍ୟ ହେବା ପରେ ସମୁଦ୍ର ପଥକୁ କରାଯିବ ସୁରକ୍ଷିତ।

What's Your Reaction?

like

dislike

love

funny

angry

sad

wow