ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ
INDI Alliance Vice-Presidential candidate B. Sudarshan Reddy filed his nomination in the presence of Mallikarjun Kharge, Sonia Gandhi, Rahul Gandhi, Sharad Pawar, and Ramgopal Yadav. The INDI bloc has chosen former Supreme Court judge Sudarshan Reddy as its candidate. The Vice-Presidential election will be held on September 9. Yesterday, NDA’s Vice-Presidential candidate C.P. Radhakrishnan filed his nomination.
ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ । ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ , ରାହୁଲ ଗାନ୍ଧୀ, ଶରଦ ପାୱାର, ରାମଗୋପାଳ ଯାଦବଙ୍କ ଉପସ୍ଥିତିରେ ସେ ଭରିଛନ୍ତି ନାମାଙ୍କନ। ଇଣ୍ଡିମେଣ୍ଟ ପକ୍ଷରୁ ସର୍ବୋଚ୍ଚଅଦାଲତର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ କରାଯାଇଛି ପ୍ରାର୍ଥୀ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଗତକାଲି ନାମାଙ୍କନ ଦାଖଲ କରିଛନ୍ତି ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ।
What's Your Reaction?