ବଢିବ ଭାରତର ଶକ୍ତି,ଫ୍ରାନ୍ସରୁ ଭାରତ ଆସିବ ରାଫେଲ୍ ଯୁଦ୍ଧ ବିମାନ

ବଢିବ ଭାରତର ଶକ୍ତି । ସମୁଦ୍ର ପଥରେ ଭାରତ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଫ୍ରାନ୍ସରୁ ଭାରତ ଆସୁଛି ଆଉ ୨୬ଟି ରାଫେଲ୍ ଯୁଦ୍ଧ ବିମାନ । ୬୩ ହଜାର କୋଟିର ଏହି ଚୁକ୍ତିରେ ଫ୍ରାନ୍ସଠାରୁ ୨୨ଟି ସିଙ୍ଗଲ୍ ସିଟର ରାଫେଲ୍ ଯୁଦ୍ଧ ବିମାନ ଆଉ ୪ଟି ଡବଲ୍ ସିଟର ଫାଇଟର ଯୁଦ୍ଧ ବିମାନ ଆଣିବାକୁ ଯାଉଛି ଭାରତ।ଭାରତ ଏହି ରାଫେଲ୍ ବିମାନ କିଣିବା ଦ୍ୱାରା ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଫେରିଆସିବ ବୋଲି ହେଉଛି ଚର୍ଚ୍ଚା ।
What's Your Reaction?






