ଆମେରିକାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୬ ମୃତ

Apr 11, 2025 - 12:26
 0  8
ଆମେରିକାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୬ ମୃତ

ନ୍ୟୁୟର୍କର ହଡସନ ନଦୀ ସ୍ଥିତ ଏକ ଦର୍ଶନୀୟ ସ୍ଥାନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ।ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଲା ହେଲିକପ୍ଟର ।  ମୃତକଙ୍କୁ ଉଦ୍ଧାର କରିବା ପାଇଁ ନଦୀ ଭିତରେ ଚାଲିଛି ଉଦ୍ଧାର କାର୍ଯ୍ୟ ।ସୂଚନା ଅନୁଯାୟୀ ,ଏହି ଦୁର୍ଘଟଣାରେ ହେଲିକପ୍ଟରରେ  ଥିବା ସମସ୍ତ ୬ଜଣଙ୍କର ହୋଇଛି ମୃତ୍ୟୁ । ହେଲିକପ୍ଟରରେ  ପାଇଲଟଙ୍କ ସହ ଥିଲେ ସ୍ପେନର ଏକ ପରିବାର  ।

 

What's Your Reaction?

like

dislike

love

funny

angry

sad

wow