ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କିଶୋର ସାହାଣୀ

Kishore Sahanie, Senior Assistant at the Cuttack CDMO office, has come under the Vigilance net. Raids are being conducted at 7 locations including his farmhouse, residence, and office. The raid team comprises 9 DSPs, 10 Inspectors, 7 ASIs, and other supporting staff. He faces allegations of possessing disproportionate assets and embezzling ₹1.24 crore of government funds.

Aug 22, 2025 - 13:12
 0  17
ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କିଶୋର ସାହାଣୀ

ଭିଜିଲାନ୍ସ ଜାଲରେ କଟକ ସିଡିଏମଓ କାର୍ଯ୍ୟାଳୟ ସିନିୟର ଆସିଷ୍ଟାଣ୍ଟ କିଶୋର ସାହାଣୀ। ତାଙ୍କର ପ୍ରଧାନିଆ ଫାର୍ମ ହାଉସ୍, ଘର ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଦଳ। ଚଢାଉରେ ୯ ଡିଏସପି, ୧୦ ଇନ୍ସପେକ୍ଟର, ୭ ଏଏସଆଇ ସମେତ ଅନ୍ୟ ସହାୟକ କର୍ମଚାରୀ ଅଛନ୍ତି ସାମିଲ ।କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ନେଇ ରହିଛି ଅଭିଯୋଗ । 

What's Your Reaction?

like

dislike

love

funny

angry

sad

wow