୨୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

Prime Minister Narendra Modi will now visit Odisha on the 20th instead of the 12th. He will participate in the celebration program marking the completion of one year of the BJP government in the state. This information was provided by Revenue Minister Suresh Pujari. The state government will not observe the anniversary as a celebration, but as a responsible accountability program. With a report card in hand, the government will reach out to one crore families in the state. From June 12 to June 19, this program will be conducted at the state, district, block, and panchayat or municipal levels.

Jun 7, 2025 - 12:16
 0  4
୨୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

୧୨ ତାରିଖ ପରିବର୍ତ୍ତେ ଆସନ୍ତା ୨୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି  ଉତ୍ସବ କାର୍ଯ୍ୟକ୍ରମରେ ହେବେ ସାମିଲ୍ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ବରଂ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର । ରିପୋର୍ଟ କାର୍ଡ ଧରି ସରକାର ପହଞ୍ଚିବେ  ରାଜ୍ୟର ଏକ କୋଟି ପରିବାର ପାଖରେ  । ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ,ଜିଲ୍ଲା,ବ୍ଲକ ଓ ପଞ୍ଚାୟତ ପୌର ସଂସ୍ଥା ଗୁଡ଼ିକରେ ଚାଲିବ ଏହି କାର୍ଯ୍ୟକ୍ରମ ।

What's Your Reaction?

like

dislike

love

funny

angry

sad

wow