ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା ଦୋକାନ ଘର

ବାଲେଶ୍ଵର ବଳରାମଗଡ଼ି ଥାନା ନାଉପାଳଗଡିରେ ଭୟଙ୍କର ଅଗ୍ନିକାଣ୍ଡ। ୯ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା ଦୋକାନ ଘର। ବିସ୍ପୋରୋଣରେ ଉଡ଼ିଥିବା ଦୋକାନଟି ବାଲେଶ୍ୱର ଥାନାର ପୂର୍ବତନ ହୋମଗାର୍ଡ ଏସକେ ହାଫିଜଙ୍କର ବୋଲି ମିଳିଛି ସୂଚନା। ବେଆଇନ୍ ଭାବରେ ଦୋକାନ ଘରେ ରଖାଯାଇଥିଲା ୬୦ରୁ ଅଧିକ ସିଲିଣ୍ଡର।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ କରିଛନ୍ତି ଆୟତ୍ତ ।
What's Your Reaction?






