ତୁର୍କୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୭୬ ଲୋକ ଜୀବନ୍ତଦଗ୍ଧ
ତୁର୍କୀର ବୋଲୁ ପାର୍ବତ୍ୟାଞ୍ଚଳରେ ଥିବା ଏକ ଗ୍ରାଣ୍ଡ କାର୍ଟାଲ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ। ଫଳରେ ୭୬ରୁ ଅଧିକ ଲୋକ ଜୀବନ୍ତଦଗ୍ଧ ହୋଇଯାଇଥିବାବେଳେ ୫୧ ଜଣ ହୋଇଛନ୍ତି ଆହତ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଅଧିକ ହେବା କରାଯାଉଛି ଆଶଙ୍କା । ଜୀବନ ବିକଳରେ କିଛି ଲୋକ ହୋଟେଲରୁ ଡେଇଁ ପଡିବାରୁ ମଧ୍ଯ ହୋଇଛନ୍ତି ଆହତ।
What's Your Reaction?