ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ

Mar 5, 2026 - 14:31
 0  2
ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ

ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି ବିହାରର ୧୦ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ନୀତୀଶ କୁମାର । ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଏନଡିଏର ବରିଷ୍ଠ ନେତାମାନେ ଥିଲେ ଉପସ୍ଥିତ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ନୀତୀଶଙ୍କ ଏହି ନିଷ୍ପତ୍ତି। ତେବେ ସେ କେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ତାହା ଘୋଷଣା ହୋଇନଥିଲେ ହେଁ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି ବୋଲି ହେଉଛି ଚର୍ଚ୍ଚା ।ଗତବର୍ଷ ବିଧାନସଭା ନିର୍ବାଚନର ଫଳାଫଳ ପରେ, ଫେବୃଆରୀ ୨୭ ତାରିଖରେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ନୀତୀଶ କୁମାର । 

What's Your Reaction?

like

dislike

love

funny

angry

sad

wow