ପୁଣି ଅଟକିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା

India’s astronaut Shubhangshu Shukla’s long-awaited space journey in Axiom Mission-4 has been delayed once again. Following a successful static fire test, a liquid oxygen leak was detected during a booster check. As a result, the mission has been postponed indefinitely. Shukla, along with his team, was scheduled to launch at 5:30 PM today. The mission would have involved a 14-day stay at the International Space Station, participating in 60 scientific experiments and activities.

Jun 11, 2025 - 11:36
 0  1
ପୁଣି ଅଟକିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା

ପୁଣି ଅଟକିଲା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଆକ୍ସିଓମ୍ ଅଭିଯାନ-୪ । 'ଷ୍ଟେଟିକ୍‌ ଫାୟର' ପରୀକ୍ଷଣ ପରେ ବୁଷ୍ଟର ଯାଞ୍ଚ ବେଳେ ଲିକ୍‌ ହୋଇଥିଲା ତରଳ ଅମ୍ଳଜାନ । ତେଣୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବହୁପ୍ରତୀକ୍ଷିତ ଆକ୍ସିଓମ୍‌-୪ ଅଭିଯାନକୁ ରଖାଯାଇଛି ସ୍ଥଗିତ  ।ଆଜି ସନ୍ଧ୍ୟା ୫.୩୦ରେ ମହାକାଶ ଯାତ୍ରା କରିଥାନ୍ତେ ଭାରତର ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲା ଓ ତାଙ୍କ ଦଳ। ସ୍ପେସ୍‌ ଷ୍ଟେସନ୍‌ରେ ୧୪ ଦିନର ରହଣିରେ ୬୦ ବୈଜ୍ଞାନିକ ଅଧ୍ୟୟନ ଓ ଗତିବିଧିରେ ଭାଗ ନେଇଥାନ୍ତେ ଏହି ନକ୍ଷତ୍ରବିଜ୍ଞାନୀ।



What's Your Reaction?

like

dislike

love

funny

angry

sad

wow