ରାଜା ରଘୁବଂଶୀ ହତ୍ୟା ମାମଲା:ନିଜର ଅପରାଧ  ସ୍ୱୀକାର କଲେ ଚାରି ଅଭିଯୁକ୍ତ

In the case of Indore businessman Raja Raghubanshi’s murder, four accused have confessed to their crime. Raja had gone to Meghalaya with his wife Sonam for their honeymoon, where he was murdered. During police interrogation, the accused revealed that the prime conspirator behind the murder was his wife Sonam. Merely five days after the wedding, Sonam had planned Raja’s murder. She paid the killers ₹15,000 in cash and promised to pay another ₹20 lakh later. Sonam was present at the scene on the day of the murder and witnessed Raja being killed. She not only watched but also had a backup plan in case the first plan failed. According to the accused, if the hired killers failed, Sonam herself would have carried out the murder by pushing Raja off a hill under the pretext of taking a selfie. Raja’s dead body was found in a trench on June 2. It is estimated that he was murdered on May 23.

Jun 11, 2025 - 12:09
 0  1
ରାଜା ରଘୁବଂଶୀ ହତ୍ୟା ମାମଲା:ନିଜର ଅପରାଧ  ସ୍ୱୀକାର କଲେ ଚାରି ଅଭିଯୁକ୍ତ

ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ଘଟଣାରେ ନିଜର ଅପରାଧ ସ୍ୱୀକାର କରିଛନ୍ତି ୪ ଅଭିଯୁକ୍ତ । ନିଜର ପତ୍ନୀ ସୋନମଙ୍କ ସହ ହନିମୁନ ପାଇଁ ମେଘାଳୟ  ଯାଇଥିଲେ ରାଜା , ଯେଉଁଠି ତାଙ୍କର କରାଯାଇ ଥିଲା ହତ୍ୟା।  ପୁଲିସ ସାମ୍ନାରେ କରାଯାଇ ଥିବା ଖୁଲାସାରେ ଅଭିଯୁକ୍ତମାନେ କହିଛନ୍ତି ଯେ,ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ସୋନମ।ବିବାହର ମାତ୍ର ୫ ଦିନ ପରେ ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ କରିଥିଲେ ଯୋଜନା ପ୍ରସ୍ତୁତ। ସେ ହତ୍ୟାକାରୀଙ୍କୁ ୧୫ ହଜାର ଟଙ୍କା ନଗଦ ମଧ୍ୟ ଦେଇଥିଲେ । ଏବଂ ପରେ ୨୦ ଲକ୍ଷ ଟଙ୍କା ଦେବାକୁ ଦେଇଥିଲେ ପ୍ରତିଶ୍ରୁତି ।  ଘଟଣା ଦିନ ସୋନମ ମଧ୍ୟ ଥିଲା ଉପସ୍ଥିତ । ସୋନମ ସାମ୍ନାରେ ହିଁ ରାଜାଙ୍କର କରାଯାଇ ଥିଲା ହତ୍ୟା ।  ରାଜାକୁ ମରିବାର ଦେଖି ଥିଲା ସୋନମ। ଏପରିକି ଗୋଟିଏ ଯୋଜନା ଯଦି କାମ ନ କରେ ତାହାଲେ ଯୋଜନା ବି ମଧ୍ୟ ସୋନମ ପ୍ରସ୍ତୁତ କରିଥିଲେ ବୋଲି କହିଛନ୍ତି ଅଭିଯୁକ୍ତ। ପୋଲିସର କହିବା ଅନୁସାରେ ,ପ୍ରଥମ ଯୋଜନା ଥିଲା ହତ୍ୟାକାରୀମାନଙ୍କ ଦ୍ବାରା ରାଜାଙ୍କୁ ହତ୍ୟା କରିବା । ସେହି ସମୟରେ ଯଦି ହତ୍ୟା କରିବାରେ ବିଫଳ ହୁଅନ୍ତି ତାହାଲେ ଦ୍ନିତୀୟ ଯୋଜନାରେ ସୋନମ ନିଜେ କରିଥାନ୍ତା ହତ୍ୟା । ସେଲଫି ନେବା ବାହାନାରେ ରାଜାଙ୍କୁ ପର୍ବତ ଉପରକୁ ନେଇ ତଳକୁ ଠେଲିଦେବେ । ଜୁନ ୨ ତାରିଖରେ ଏକ ଖାତରୁ ମିଳିଥିଲା  ରାଜାଙ୍କର ମୃତଦେହ । ତାଙ୍କୁ ୨୩ ମେ’ରେ ହତ୍ୟା କରାଯାଇଥିବା କରାଯାଉଛି ଅନୁମାନ ।



What's Your Reaction?

like

dislike

love

funny

angry

sad

wow