ମନ୍ଦିର କାନ୍ଥ ଭୁଶୁଡି ଚାଲିଗଲା ୯ ଶିଶୁଙ୍କ ଜୀବନ

Aug 4, 2024 - 16:06
 0  3
ମନ୍ଦିର କାନ୍ଥ ଭୁଶୁଡି ଚାଲିଗଲା ୯ ଶିଶୁଙ୍କ ଜୀବନ

ମଧ୍ଯପ୍ରଦେଶ ସାଗର ଜିଲ୍ଲାର ଶାହାପୁର ହରଦୌଲ ବାବା ମନ୍ଦିର ନିକଟରେ ଏକ ଧାର୍ମିକ ଉତ୍ସବ ଚାଲିଥିବାବେଳେ କାନ୍ଥ ଭୁଶୁଡ଼ି ଘଟିଛି ଭୟଙ୍କର ଅଘଟଣ। ଏହି ଘଟଣାରେ ୯ ଶିଶୁଙ୍କ ମୃତ୍ଯୁ ହୋଇଥିବାବେଳେ କିଛି ଶିଶୁ ହୋଇଛନ୍ତି ଆହତ । ମୃତ ଶିଶୁଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ଯରେ ଥିବା ମିଳିଛି ସୂଚନା। ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ।  ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ  ମୃତ ଶିଶୁଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଯାଦବ। 

What's Your Reaction?

like

dislike

love

funny

angry

sad

wow