ଜଳୁଛି ଲସ୍ ଆଞ୍ଜେଲସ୍‌ ; ଆପଲ ଷ୍ଟୋରରୁ ଆଇ ଫୋନ ବୋହି ନେଲେ ପ୍ରତିବାଦକାରୀ

The situation in Los Angeles, USA, has spiraled out of control. Protests continue against President Donald Trump's immigration directive. Navy personnel have been deployed to help restore order. Amid this chaos, a video from Los Angeles is circulating on social media showing people wearing black masks looting iPhones from an Apple Store. As a result, curfews have been imposed in several parts of the city. Mayor Karen Bass has announced that the curfew will remain in effect from 8 PM to 6 AM and may continue for the next few days if the situation worsens.

Jun 11, 2025 - 12:25
 0  3
ଜଳୁଛି ଲସ୍ ଆଞ୍ଜେଲସ୍‌ ; ଆପଲ ଷ୍ଟୋରରୁ ଆଇ ଫୋନ ବୋହି ନେଲେ ପ୍ରତିବାଦକାରୀ

ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଅଣାୟତ୍ତ ହୋଇଛି ସ୍ଥିତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବାସନ ନିର୍ଦ୍ଦେଶ ବିରୋଧରେ ଜାରି ରହିଛି ପ୍ରତିବାଦ । ସ୍ଥିତି ନିୟନ୍ତ୍ରଣ ପାଇଁ କର୍ତ୍ତବ୍ୟରେ ନିୟୋଜିତ ହୋଇଛନ୍ତି ନୌସେନା ସୈନିକ। ଏହାରି ଭିତରେ ସାମାଜିକ ଗମମାଧ୍ଯମରେ ଘୁରି ବୁଲୁଛି ଲସ୍ ଆଞ୍ଜେଲସ୍‌ର ଏକ ଭିଡିଓ,ଯେଉଁଥିରେ କଳା ମୁଖା ପିନ୍ଧି ଆପଲ୍ ଷ୍ଟୋରରୁ ଆଇଫୋନ୍ ଲୁଟୁଛନ୍ତି ଲୋକ । ଏଥିପାଇଁ ଲସ୍ ଆଞ୍ଜେଲସର ଅନେକ ସ୍ଥାନରେ ଜାରି ହୋଇଛି କର୍ଫ୍ୟୁ ।ମେୟର କରେନ ବାସ୍ କହିଛନ୍ତି ଯେ, ରାତି ୮ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଜାରି ରହିବ । କିଛି ଦିନ ଯାଏ ଏହା ରହିପାରେ ବଳବତ୍ତର  ।

What's Your Reaction?

like

dislike

love

funny

angry

sad

wow