ହମାସର ଶୀର୍ଷ ନେତା ଭାବେ ଦାୟିତ୍ୱ ନେଲେ ୟାହ୍ୟା ସିନଓ୍ୱାର
ଇସମାଇଲ ହାନିୟାଙ୍କ ହତ୍ୟା ପରେ ହମାସର ଶୀର୍ଷ ନେତା ବା ରାଜନୈତିକ ମୁଖ୍ୟ ଭାବେ ଭାବେ ଦାୟିତ୍ୱ ନେଲେ ୟାହ୍ୟା ସିନଓ୍ୱାର। ଦାୟିତ୍ୱ ନେବା ପରେ ସେ ଇସ୍ରାଏଲ ବିରୋଧରେ ଦେଇଛନ୍ତି ଯୁଦ୍ଧ ଡାକରା ।୨୦୧୭ରେ ହମାସ ସହ ଯୋଡ଼ି ହୋଇଥିଲେ ସିନଓ୍ୱାର। ଏକ ଶରଣାର୍ଥୀ ଶିବିରରେ ହୋଇଥିଲା ୟାହ୍ୟା ସିନଓ୍ୱାରଙ୍କ ଜନ୍ମ । ଯୁବାବସ୍ଥାରୁ ସେ ଗ୍ରହଣ କରିଛନ୍ତି ଇସ୍ରାଏଲ ବିରୋଧୀ ନୀତି। । ସେପଟେ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଇସ୍ରାଏଲ। ଇରାନକୁ ସମର୍ଥନ କରୁଛନ୍ତି ହମାସ ଓ ହିଜବୁଲ୍ଲା।
Jangyaseni Parida