ସାମାନ୍ୟ କମିଲା ସୁନାଦର

ସାମାନ୍ୟ କମିଲା ସୁନାଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୩, ହଜାର ୯୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ଗ୍ରାମ ପିଛା ରହିଛି ୬୯ ହଜାର ୭୨୦ ଟଙ୍କା ।ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୩, ୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୭୧୦ ହୋଇଛି।ଅନ୍ୟପଟେ କିଲୋଗ୍ରାମ ପିଛା ୮୨,୫୦୦ ଟଙ୍କା ରହିଛି ରୁପା ଦର ।