ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢାଉ

Feb 19, 2025 - 12:44
 0  3
 ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢାଉ

ନକଲି କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗରେ  ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢାଉ ।  ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ହୋଇଥିଲା ଅଭିଯୋଗ । ଅଭିଯୋଗ ପରେ CBI ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ଦଲାଲି ହୋଇଥିବା ଜାଣିପଡିଥିଲା । ଏହି ମାମଲାରେ ଆଜି ଚଢ଼ାଉ କରିଛି CBI ଦଳ  । ଏହି ଚଢ଼ାଉରେ ସିବିଆଇ ଦଳରେ ସାମିଲ୍ ଅଛି ୯ ଜଣ ସଦସ୍ୟ ।

 

What's Your Reaction?

like

dislike

love

funny

angry

sad

wow