ବ୍ୟବସାୟୀଙ୍କ ଘର ଉପରେ ବୋମାମାଡ ,ଦୁର୍ବୃତ୍ତ ଫେରାର

କଟକ ସଦର ଥାନା ଶୁଭଦ୍ରାପୁରରେ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମାମାଡ଼। ଜଣେ ବାଉଁଶ ବ୍ୟବସ୍ୟାୟୀଙ୍କ ଘର ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ଵୁତ୍ତ । ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ମିଳିଛି ସୂଚନା । ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ସଦର ଥାନା ପୁଲିସ।
What's Your Reaction?






