ଭିଜିଲାନ୍ସ ଜାଲରେ ଆଠଗଡ ବିଡିଓ ପ୍ରଦୀପ ସାହୁ

Aug 7, 2024 - 12:36
 0  4
ଭିଜିଲାନ୍ସ ଜାଲରେ ଆଠଗଡ ବିଡିଓ ପ୍ରଦୀପ ସାହୁ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ ସାହୁଙ୍କ ବିଭିନ୍ନ ଠିକଣାରେ ଚଢାଉ କରୁଛି ଭିଜିଲାନ୍ସ । ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଦଳ।ଏହି ଚଢ଼ାଉରେ  ସାମିଲ ହୋଇଛନ୍ତି ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ।

What's Your Reaction?

like

dislike

love

funny

angry

sad

wow